ଭୀମଭୋଇ ସାମର୍ଥ ଶିବିର ପାଇଁ ପ୍ରସ୍ତୃତି ବୈଠକ

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ପକ୍ଷରୁ ୧୭ ତାରିଖରେ ହେବାକୁ ଥିବା ଭୀମଭୋଇ ସାମର୍ଥଶିବର ପାଇଁ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।

ବିଡ଼ିଓ ସଂଗ୍ରାମ କେଶରୀ ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିବିରକୁ କିଭଳି ଶୃଙ୍ଖଳାର ସହ କରାଯାଇପାରିବ ସେ ସଂମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes