ବୌଦ୍ଧ ଜିଲ୍ଲା ଗୋଚ୍ଛାପଡା ଉନ୍ନତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଶ୍ବ ସାଇକେଲ ଦିବସ ପାଳିତ ହୋଇଛି।
ସହକାରୀ ଶିକ୍ଷକ ମୋନଜ ଗାଇଗୁରିଆଙ୍କ ନେତୃତ୍ବରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।
Credible Local News of Odisha