ସୋସିଆଲ ମିଡିଆରେ ବର୍ଷାଙ୍କ ପ୍ରତି ଅସମ୍ମାନ ଟିପ୍ପଣୀ ଅଭିଯୋଗ ମାମଲାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଛି କଟକ ସାଇବର ଥାନା ପୁଲିସ।
ପୁଲିସ ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ଆକାଉଣ୍ଟର ତଥ୍ୟ ମାଗିଛି। ଆକାଉଣ୍ଟକୁ କିଏ କେଉଁଠାରୁ ପରିଚାଳନା କରୁଛନ୍ତି ଜଣାଇବାକୁ କୁହାଯାଇଛି।
Credible Local News of Odisha