ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଚାଳକ ଆହତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ରାୟଗଡା ୬ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ଆଜି ସକାଳେ ଦୃତ ଗତିରେ ଯାଉଥିବା ଏକ କାର ଦେବଗୁଡ଼ା ଘାଟି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଚାଳକ ଆହତ ହୋଇଛନ୍ତି।

ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ବର୍ତମାନ ପର୍ଯ୍ୟନ୍ତ ଗାଡ଼ିଟି ଅଟକି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes