ଅଫେରା ରାଇଜରେ ରାଇମୋହନ, ଗାଁରୁ ଶ୍ରଦ୍ଧାଞ୍ଜଳି…

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଟିକରପଡା ଗ୍ରାମର ଚର୍ଚ୍ଚାରେ ରହିଥିବା ଯୁବ ଚିତ୍ରଶିଳ୍ପୀ ତଥା ବାଲୁକା ଶିଳ୍ପୀ ନିଶିକାନ୍ତ ବେହେରାଙ୍କ ହସ୍ତରେ ମୂରୁଜ ରଙ୍ଗ ଦ୍ଵାରା ଓଡ଼ିଆ ଚଳଚିତ୍ର ଜଗତ ଓ ଅପେରା ମଞ୍ଚର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତିଛବିକୁ ଆଙ୍କି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes