ଭୁବନରେ 24 ଘଣ୍ଟାରେ 140 ମିମି ବର୍ଷା June 25, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ଭୁବନରେ 140 ମିଲିମିଟର ବର୍ଷା ରେକର୍ଡ ହୋଇଛି l