ଭାରସାମ୍ୟ ହରାଇ ଓଲଟି ପଡିଲା ପିଚୁ ବୋଝେଇ ଟିପର

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼-କଲଣ୍ଡାପାଳ ରାସ୍ତାରେ ଆଜି ଏକ ପିଚୁ ବୋଝେଇ ଟିପର ଭାରସାମ୍ୟ ହରାଇ ଓଲଟି ପଡିଛି।

ସୂଚନାନୁସାରେ, ପିଚୁ ବୋଝେଇ ଟିପରଟି ଏନଏଚଏଆଇ କାର୍ଯ୍ୟ ନିମନ୍ତେ ପିଚୁ ନେଉଥିଲା l କିନ୍ତୁ ଦୁର୍ଭାଗ୍ୟବଶତଃ ରାସ୍ତା ତଳକୁ ଓଲଟି ପଡିଥିଲା। ତେବେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes