ହାତୀ ମୃତ୍ୟୁର ତଦନ୍ତ କରୁଛି ଏସଆଇଟି

କଟକ ଜିଲ୍ଲାର ବଡମ୍ବା ରେଞ୍ଜରେ ତିନୋଟି ହାତୀ କଙ୍କାଳ. ମିଳିବା ଘଟଣାର ତଦନ୍ତ ପାଇଁ ଆଜି ଏସଆଇଟି ଘଟଣାସ୍ଥଳ ଗସ୍ତ କରିଛି l ତଦନ୍ତ ବେଳେ ସ୍ଥାନୀୟ ଡ଼ିଏଫଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes