ଅନୁଗୁଳ ଜିଲ୍ଲା ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଆଜି ଅଗ୍ନିପଥ ଯୋଜନାକୁ ବିରୋଧ କରି ଜିଲ୍ଲା ଷ୍ଟାଡିୟମ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଦୃଶ୍ୟ ଦେଖିବାକୁ ମିଳିଛି।
Credible Local News of Odisha