ଭବାନୀପାଟଣା ଠାରେ ନବ ନିର୍ବାଚିତ ଶିକ୍ଷକଙ୍କ ଶପଥ ପାଠ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶିକ୍ଷକ ସଂଘ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ରାଜ୍ୟ ଉପ ସଭାପତି ଲବଣୀ ନାୟକ ଯୋଗଦେଇ ନବ ନିର୍ବାଚିତ ଶିକ୍ଷକଙ୍କୁ ଶପଥ ପାଠ କରାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes