ସାମ୍ବାଦିକ ସୁଧୀର ମିଶ୍ର ପାଇଲେ ପ୍ରକୃତି ବନ୍ଧୁ ପୁରଷ୍କାର

ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଏଫଓ ପରିବେଶ ସୁରକ୍ଷା ପାଇଁ ଅବଦାନ ଯୋଗୁଁ ସାମ୍ବାଦିକ ସୁଧୀର ମିଶ୍ରଙ୍କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes