ଭୁବନେଶ୍ୱର ଧଉଳି ଥାନା ନୂଆଗାଁ ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
ମୃତକ ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ହୋଇଥିବା ସୂଚନା ମିଳିଛି।ଚାକିରି ପାଇଁ ଭୁବନେଶ୍ୱର ଆସି ଘର ଭଡ଼ା କରି ରହୁଥିଲେ।
Credible Local News of Odisha