ଆଜି କଳିଙ୍ଗ ଷ୍ଟାଡିୟରେ ୪ଟି ମ୍ୟାଚ୍, ୱ୍ବେଲ୍ସକୁ ଭେଟିବ ଭାରତ

ଆଜି ହକି ବିଶ୍ବକପ୍‌ର ସପ୍ତମ ଦିନରେ କଳିଙ୍ଗ ଷ୍ଟାଡିୟରେ ଦିନ ଗୋଟାଏରେ ପ୍ରଥମେ ମୁହାଁମୁହିଁ ହେବେ ମାଲେସିଆ ଓ ନ୍ୟୁଜିଲାଣ୍ଡ ।

ସେହିପରି ଦିନ ୩ଟାରେ ନେଦରଲ୍ୟାଣ୍ଡ ଓ ଚିଲି ମଧ୍ୟରେ ହେବ ଟକ୍କର । ସନ୍ଧ୍ୟା ୫ଟାରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ । ସନ୍ଧ୍ୟା ୭ଟାରେ ଭାରତ ଓ ଓ୍ବେଲ୍ସ ମଧ୍ୟରେ ହେବ ଟକ୍କର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes