ବାଘ ଛାଲ ଜବତ, ୩ ବେପାରୀ ଗିରଫ

ମାଲକାନଗିରି ଜିଲ୍ଲା ମୋଟୁ ଥାନା ପୋଟେରୁ କେନାଲ ନିକଟରେ ବନ ବିଭାଗ ବେପାରୀଙ୍କୁ ଧରିଛି।

ଗୋଟିଏ କଲରାପତରିଆ ବାଘଛାଲ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ।ଗିରଫ ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes