ଟ୍ରକ୍‌କୁ ପଛରୁ ପିଟିଲା ୱିଙ୍ଗର ଭ୍ୟାନ୍, ୧୦ ଆହତ

ବଲାଙ୍ଗିର ଜିଲ୍ଲା ପାଟଣାଗଡ- ବେଲପଡା ରାସ୍ତାର ପୋଡଛାପର ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।ଅନ୍ୟ ୨ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes