ଜିଲ୍ଲାପାଳଙ୍କ ଘର ଆଗରେ ଧାନ ଢାଳିଲେ ଚାଷୀ

ଆଜି ସକାଳେ ଜଗତସିଂହପୁରରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳିଛନ୍ତି ଚାଷୀ।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes