ବ୍ରିଜ୍ ନିର୍ମାଣ ବେଳେ ସେଣ୍ଟ୍ରିଂ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି-ବଡ଼ ଡୁରାଲ ରାସ୍ତାରେ ବ୍ରିଜ୍ ନିର୍ମାଣ ବେଳେ ସେଣ୍ଟ୍ରିଂ ଭୁଶୁଡି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ ହୋଇଥିବା ସୂଚନା ମିଳିଛି l

ସେଣ୍ଟ୍ରିଂ ତଳେ ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରି ଜୟପୁର ମେଡିକାଲ ନିଆଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes