ଆଜିଠୁ ମଲରେ ଟୀକାଦାନ

ଆଜିଠୁ ଭୁବନେଶ୍ୱର ତିନୋଟି ମଲରେ ବୁଷ୍ଟର ଡୋଜ ଟୀକାଦାନ ପାଇଁ ଯୋଜନା କରିଥିବା ବିଏମସି ପକ୍ଷରୁ ସୂଚନା ମିଳିଛି l

ରୁଦ୍ରପୁର ସିମ୍ଫୋନି ମଲ, ପତ୍ରପଡ ଡିଏନ-ରେଗାଲିଆ ଏବଂ ରସୁଲଗଡ଼ ଏସପ୍ଲାନେଡ଼ ମଲରେ ବୁଷ୍ଟର ଡୋଜ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା l କୋୱିନ ପ୍ରୋଟାଲରେ ସ୍ଲଟ ବୁକିଂ କରି ଲୋକମାନେ ଏହି ସୁବିଧା ପାଇପାରିବେ l ଏହା ସକାଳ 10ଟାରୁ ଗୋଟାଏ ଏବଂ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ ବୋଲି ସୂଚନା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes