ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ପରୀକ୍ଷା ନିୟନ୍ତ୍ରକ ଡ଼ଃ ସୁରେନ୍ଦ୍ର ସେଠୀଙ୍କୁ ପରୀକ୍ଷା ବିଭାଗ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ପରୀକ୍ଷା ବିଭାଗର ପ୍ରଦୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ପରୀକ୍ଷା ନିୟନ୍ତ୍ରକ ଡ଼ଃ ସୁରେନ୍ଦ୍ର ସେଠୀ,ସହ ପରୀକ୍ଷା ନିୟନ୍ତ୍ରକ ଡ଼ଃ ସତ୍ୟବ୍ରତ ପାତ୍ର ଓ ସହ ପରୀକ୍ଷା ନିୟନ୍ତ୍ରକ ତଥା ସହ କୂଳ ସଚିବ ଡଃ ସରୋଜ କୁମାର ଦାଶ ମଞ୍ଚାସିନ ଥିଲେ ଏବଂ ଦୁର୍ଗା ଚରଣ ହୋତା ସଭା ପରିଚାଳନା କରିଥିଲେ।ଡ଼ଃ ସୁରେନ୍ଦ୍ର ସେଠୀଙ୍କ କାର୍ଯ୍ୟ କଳାପ ଉପରେ ନିଜ ନିଜ ମତ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes