ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପାଳଝଡ଼ି ଗାଁରେ ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ।
୨୪ ତାରିଖରେ ପାଳଝଡ଼ି ଗାଁରେ ସୁଧିର ପାତ୍ର ଓ ସୁଦର୍ଶନଙ୍କୁ ହତ୍ୟା କରାଯାଇଥିଲା।
Credible Local News of Odisha