ପରିକ୍ରମା ପ୍ରକଳ୍ପ ନିର୍ମାଣ ଆସନ୍ତାକାଲି ଏଏସଆଇ ଅନୁଧ୍ୟାନ କରିବ

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବାଦବିବାଦ ଚାଲିଥିବା ବେଳେ ଆସନ୍ତାକାଲି ଏଏସଆଇ ଅଧିକାରୀ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି l

ଓବିସିସି ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ l ଆସନ୍ତା 7 ତାରିଖ ମଧ୍ୟରେ ପ୍ରକଳ୍ପ ନିର୍ମାଣ ବାବଦରେ ସତ୍ୟପାଠ ଦାଖଲ କରିବାକୁ ଏଏସଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes