ଗୁମ୍ଫାରେ ବାଘ ଛୁଆ, ଦେଖିବାକୁ ଲୋକଙ୍କ ଭିଡ଼

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମ ନିକଟ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ଜଣାପଡିବା ପରେ ସେମାନଙ୍କୁ ଦେଖିବାକୁ ଲୋକମାନେ ଭିଡ଼ ଲଗାଇଛନ୍ତି l

ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଛୁଆ ଦୁଇଟି କଲରାପତରିଆ କି ଅନ୍ୟ ପ୍ରଜାତିର ବାଘ ତାହା ଜଣାପଡ଼ିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes