ବୀରମହାରାଜପୁର ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।

ଅନୁଷ୍ଠିତ ସଭାରେ ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ, ଗଣିତ ପ୍ରାଧ୍ୟାପକ ହୃଷୀକେଶ ପ୍ରଧାନ, ରସାୟନ ବିଜ୍ଞାନ ଅଧ୍ୟାପକ ବିରଞ୍ଚି ନାରାୟଣ ମିଶ୍ର, ବରିଷ୍ଠ କିରାଣୀ ବିପିନ ବିହାରୀ ଖମାରି ମଞ୍ଚାସୀନ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଯଜ୍ଞେଶ୍ୱର ବିଶି, ଡଃ ଶିଶିର ବଣିଆ, ଅଧ୍ୟାପିକା ଯାମିନୀ ଦାଶ, କିରାଣୀ ଗୌରାଙ୍ଗ ଜଗଦଲା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes