ଖଲାଡ଼ି ଗ୍ରାମରେ ଅଳିଆ ନପକେଇବାକୁ ଗ୍ରାମବାସୀଙ୍କ ବିକ୍ଷୋଭ

ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଖଲାଡି ପଞ୍ଚାୟତର ସମିତି ସଭ୍ୟ,ସରପଞ୍ଚ,ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଓ ଜଙ୍ଗଲ କମିଟିର ସଦସ୍ୟ ଓ ଶତାଧିକ ଯୁବକ, ମହିଳା ପୁରୁଷମାନେ ଆସି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଉଦଳା ଏନଏସିର ଅଳିଆ ଆବର୍ଜନା ନପକାଇବା ପାଇଁ ଏକ ଦରଖାସ୍ତ ଦେବା ସହିତ ଉଦଳା ଥାନା ଅଧିକାରୀ,ଉଦଳା ଏନଏସିର ଅଧିକାରୀ, ତହସିଲଦାର ଓ ବିଡ଼ିଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes