ଡାକ୍ତର ମଦନ ମୋହନ ମହାପାତ୍ରଙ୍କୁ ପୁରସ୍କୃତ

ବିଶ୍ଵ ଜନସଂଖ୍ୟା ଦିବସରେ ଜିଲ୍ଲାର ବରିଷ୍ଠ ତଥା ଖ୍ୟାତନାମା ଡାକ୍ତର ମଦନ ମୋହନ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଛି।

ଜୟଦେବ ଭବନ, ଭୁବନେଶ୍ୱର ଠାରେ ସୋମବାର ଦିନ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟ ଚାରି ଜଣ ଡାକ୍ତରଙ୍କ ସମେତ ଡାକ୍ତର ମହାପାତ୍ରଙ୍କୁ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଥିବା ଜଣା ପଡ଼ିଛି। ଡାକ୍ତର ମହାପାତ୍ର ଜଣେ ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ଅଟନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes