ବୀରମହାରାଜପୁରର ଓକିଲ ସଂଘର ନୂତନ କର୍ମକର୍ତ୍ତା

୨୦୨୩-୨୪ ବର୍ଷ ପାଇଁ ଶନିବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାକାନ୍ତ ମହାକୁର ସଭାପତି, ରାଧାକାନ୍ତ ବାଘ ଉପସଭାପତି, ଉମାଶଙ୍କର ପଣ୍ଡା ସମ୍ପାଦକ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes