ବିସ୍ଥାପିତ କଲୋନୀରେ ଅଙ୍ଗନୱାଡ଼ି ଖୋଲିବା ପାଇଁ ଦାବି

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ ନୂତନ ବିସ୍ଥାପିତ କଲୋନୀରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ପାଇଁ ଆଜି ବିସ୍ଥାପିତ ମାନେ ଉପଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ସିଡିପିଓ ବିସ୍ଥାପିତଙ୍କ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes