ଦେୟମୁକ୍ତ ବିଜୁଳି ନେଇ ଆପ ଆଦମୀ ପାର୍ଟିର ଦସ୍ତଖତ ଅଭିଯାନ

ବିଜୁଳି ଉପଭୋକ୍ତା ମାନଙ୍କୁ ୨୦୦ୟୁନିଟ ବିଜୁଳି ଦେୟମୁକ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଆପ ଆଦମୀ ପାର୍ଟିର କର୍ମକର୍ତ୍ତା ମାନେ ଆଜି ଭବାନୀପାଟଣା ତଳପଡାରେ ଘରକୁ ଘର ଯାଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes