ସମ୍ବଲପୁର ଡିଆରଏମଙ୍କ ଡୁଙ୍ଗୁରିପାଲି ରେଳ ଷ୍ଟେସନ ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ରେଳ ଷ୍ଟେସନ ଡୁଙ୍ଗୁରିପାଲି ଷ୍ଟେସନକୁ ଆଜି ସମ୍ବଲପୁର ଡିଆରଏମ ପ୍ରଦୀପ କୁମାର ପରିଦର୍ଶନରେ ଆସି ତଦାରଖ କରିଥିଲେ ।

ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କୁ ଭେଟି ସମସ୍ୟା ଉପରେ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes