ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ କନଭେୟର ବେଲଟ୍ ଲଗାଇବ ବିଏମସି

ଭୁବନେଶ୍ୱରରେ ଶୁଷ୍କ ବର୍ଜ୍ୟବସ୍ତୁ ଜମା ହେଉଥିବା ମୁଖ୍ୟ ସ୍ଥାନରେ ଖୁବ୍ ଶୀଘ୍ର କନଭେୟର ବେଲଟ୍ ବ୍ୟବହାର କରିବ ବୋଲି ଭୁବନେଶ୍ବର ମହାନଗର ନିଗମ ଆଜି କହିଛି।

ଉକ୍ତ ସ୍ଥାନରେ ଜମା ହେଉଥିବା ପ୍ଲାଷ୍ଟିକ ଓ ଧାତବ ଦ୍ରବ୍ୟ ଅଲଗା କରିବା କାର୍ଯ୍ୟ ଏବେ ମାନୁଆଲି ହେଉଥିବା ବେଳେ ଏହି ବେଲ୍ଟ୍ ବର୍ଜ୍ୟ ବସ୍ତୁର ସୁପରିଚାଳନାରେ ସାହାଯ୍ୟ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes