ବିରୋଧ ଯୋଗୁଁ ଅଟକି ରହିଛି ବେଦାନ୍ତର ଖଣି କାର୍ଯ୍ୟ

କ୍ଷତିପୂରଣ ରାଶି ଉପରେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକ ଜାରି ରଖିଥିବା ବିରୋଧ ଯୋଗୁଁ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକରେ ବେଦାନ୍ତ କମ୍ପାନୀ ଦ୍ଵାରା ଗତ ମାସରୁ ବନ୍ଦ ଥିବା ଯାମାକାନି କୋଇଲା ଖଣି କାର୍ଯ୍ୟ ଏବେ ମଧ୍ୟ ଆରମ୍ଭ ହୋଇପାରି ନାହିଁ।

ପ୍ରଶାସନ ହକି ବିଶ୍ଵକପ କାର୍ଯ୍ୟରେ ବ୍ୟସ୍ତ ଥିବା ଓ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନାରେ ସଫଳତା ହାସଲ କରିପାରି ନ ଥିବାରୁ କାର୍ଯ୍ୟ ସ୍ଵାଭାବିକ ହୋଇନଥିବା ଜଣେ ଅଧିକାରୀ କହିଛନ୍ତି। ଛବି: ଫାଇଲ ଫଟୋ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes