ସରବା ପ୍ରିମିୟର ଲିଗ୍ -ବାବା ବିଦ୍ୟାଧର ସ୍ପୋଟିଙ୍ଗ କ୍ଳବ୍ ଚମ୍ପିଆନ

ଆଜି ସରବାରେ ଅନୁଷ୍ଠିତ SPL season 6 ଫାଇନାଲ ମ୍ୟାଚରେ ବାବା ବିଦ୍ୟାଧର ସ୍ପୋଟିଙ୍ଗ କ୍ଳବ୍ ,ମହାବୀର ୟଙ୍ଗ ଷ୍ଟାର କୁ ୪ଉଇକେଟ ରେ ପରାସ୍ତ କରି ଚମ୍ପିଆନ ହୋଇଛି । ମହାବୀର ୟଙ୍ଗ ଷ୍ଟାର ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୭ ଓଭରରେ ୧୦୮ ହାସଲ କରିଥିଲା ।ବାବା ବିଦ୍ୟାଧର ସ୍ପୋଟିଙ୍ଗ କ୍ଳବ୍ ଏହି ରନ୍ କୁ ୧୫.୨ ଓଭରରେ ୬ ଉଇକେଟ୍ ହରାଇ ହାସଲ କରିନେଇଥିଲା।ସୁସେନ ମଣ୍ଡଳ ଓ ଧୃବ ଚରଣ ପରିଡା ଅତିଥି ଭାବେ ଯୋଗଦେଇ ବିଜେତା ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସବ୍ୟସାଚୀ ରାଉତ ମ୍ୟାନ ଅଫ୍ ଦ ମ୍ୟାଚଭାବେ ବିବେଚିତ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes