ଆଜିଠୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ବାଲୁଗାଁ ବନଖଣ୍ଡ ଅଧିନରେ ୫ଟି ରେଞ୍ଜରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିଛି।

୨୧ଟି ଟିମ୍‌ରେ ଶହେରୁ ଅଧିକ କର୍ମଚାରୀ ଗଣନାରେ ନିୟୋଜିତ ଅଛନ୍ତି।ପକ୍ଷୀ ଗଣନାରେ ବାଇନାକୁଲାର ସହ ଜିପିଏସ୍ ଓ କ୍ୟାମେରା ବ୍ୟବହୃତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes