ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଆଜି ମଧ୍ୟ ବିଧାନସଭାରେ ଶିକ୍ଷକ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ପ୍ରବଳ ହଟଗୋଳ କରିଛନ୍ତି।

ବାଚସ୍ପତିଙ୍କ ରୁଲିଂ ପରେ ସରକାର ଶିକ୍ଷକମାନଙ୍କ ସହ ଆଲୋଚନା ନ କରିଥିବାରୁ ବିରୋଧୀ ହଟଗୋଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes