ଭାରସାମ୍ୟ ହରାଇ ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ଯାତ୍ରୀବାହୀ ଗାଡ଼ି, ଜଣେ ମୃତ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ନିକଟ ପେଟ୍ରୋଲ ଟାଙ୍କି ନିକଟରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ତେବେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଶିକ୍ଷକ ଆନ୍ଦୋଳନକୁ ଯାଉଥିବା ଜୁନାଗଡ଼ ଅଞ୍ଚଳର ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes