ବିରଳ ପ୍ରଜାତିର ନୂଆ କୋଚିଆ ମାଛ ଚିହ୍ନଟ

ଗୋପାଳପୁର ଜେଡଏସ୍ଆଇ ପକ୍ଷରୁ ଏକ ବିରଳ ନୂଆ ପ୍ରଜାତିର କୋଚିଆ ମାଛ ( ରିଙ୍କୋକଙ୍ଗର ସ୍ମିଥ୍) ଚିହ୍ନଟ ହୋଇଛି। ଏହି ମାଛକୁ ଡ.ଦୀପାଞ୍ଜନ ରାୟ ୨୦୧୮ ମସିହାରେ ପଶ୍ଚିମବଙ୍ଗ ପେଟୁଆଘାଟ ମାଛ ଧରା କେନ୍ଦ୍ରରୁ ୧ଟି ଏବଂ ୨୦୨୦ ମସିହାରେ ୯୫ ମିଟର ଗଭିରରୁ ୩ ଟି ମାଛ ମତ୍ସ୍ୟଜୀବୀ ମାନଙ୍କ ଠାରୁ ଉଦ୍ଧାର କରାଯାଇଥିଲା।

ନେସନାଲ୍ ମିଉଜିୟମ୍ ଅଫ୍ ମେରାଇନ୍ ବାୟୋଲୋଜି ଆଣ୍ଡ ଆକ୍ବାରିୟମ୍ ତାଇତ୍ବାନାର ବୈଜ୍ଞାନିକ ଡ.ହୁସନ ଚିଙ୍ଗ ହୋ ଗୋପାଳପୁର ଜେଡ୍ଏସ୍ଆଇ ଆଣିଥିଲେ। ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଓ ଶୁଭ୍ରେନ୍ଦୁ ଶେଖର ମିଶ୍ର ପରୀକ୍ଷାନିରୀକ୍ଷା କରି ବିରଳ ପ୍ରଜାତିର ବୋଲି ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes