ପଚିଶିଟି ପରିବାର ପାଇଁ ଭରସା ଚୁଆ ପାଣି

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପୋଡ଼ପଡା ପଠାଣ ସାହିରେ ଦୁଇଟି ନଳକୂପ ଥିବାବେଳେ ଗୋଟିଏ ଅଚଳ ଅବସ୍ଥାରେ ଅଛି ଓ ଅନ୍ୟଟିରେ କମ୍ ପାଣି ବାହାରୁଛି।

ତେଣୁ ସାହିର ପଚିଶିଟି ପରିବାର ଗ୍ରାମ ପାଖରେ ଥିବା ନାଳ ପାଖରୁ ଚୁଆ ଖୋଲି ପାଣି ଆଣୁଛନ୍ତି। ଏନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନେଉନଥିବା ଗ୍ରାମବାସୀମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes