ବିଧାୟକଙ୍କ ଦ୍ଵାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମ ପଞ୍ଚାୟତରେ ଆଜି ଥଣ୍ଡା ପାନୀୟ ଜଳ ସ୍କୁଲ୍ ପାଠାଗାର ଏବଂ ନୂତନ କୋଠଘର,, କମ୍ୟୁନିଟ୍ ସେଣ୍ଟର ର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ମୁଖ୍ୟଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes