ପଞ୍ଚାୟତରେ ଜନଶୁଣାଣୀ କଲେ ବିଡିଓ

ମୟୂରଭଞ୍ଜ ଜିଲ୍ଲା ଖଲାଡ଼ି ପଞ୍ଚାୟତ ରେ ଆଜି ବିଭିନ୍ନ କାର୍ଯ୍ୟ ର ଜନଶୁଣାଣୀ କରିଛନ୍ତି ଉଦଳା ବିଡ଼ିଓ ।ଆଜି ପଞ୍ଚାୟତ କାର୍ଯ୍ୟାଳୟ ରେ ଭତ୍ତା, ରେସନ, ରାସ୍ତା, ପାନୀୟ ଓ ବିଭିନ୍ନ ସମସ୍ୟା ର ଜନଶୁଣାଣୀ କରିବା ସହ ତାହା କିପରି ସମାଧାନ ହୋଇ ପାରିବ ବିଭିନ୍ନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉଦଳା ବିଡ଼ିଓ ଦେବଜାନୀ ଭୂୟାଁ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ!

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes