ବୀରମହାରାଜପୁର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପୁରୀର ହରିହରା ନନ୍ଦ ଗୁରୁକୁଳ ପ୍ରଜ୍ଞାନ ମିଶନ ତରଫରୁ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଶ୍ରୀମଦ୍ ଭଗବତ ଗୀତାର ସାଂଖ୍ୟ ଯୋଗର ନିର୍ଦ୍ଧାରିତ ଶ୍ଳୋକ ଆବୃତ୍ତି କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes