ବିଧାନସଭା ସଦାଚାର କମିଟିର କେନ୍ଦୁଝର ଗ୍ରସ୍ତ

ବିଧାନସଭା ସଦାଚାର କମିଟି ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦୁଝର ଗ୍ରସ୍ତରେ ଆସି ବିଭିନ୍ନ କାମକାର୍ଯ୍ୟର ସମୀକ୍ଷା କରିଛନ୍ତି।

ବିଧାୟକ ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ, ଅରବିନ୍ଦ ଢ଼ାଲି ଏହି କମିଟି ଆସି ବୁକ୍ ସର୍କୁଲାର ୪୭ର କାର୍ଯ୍ୟକାରିତା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟିର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes