ଓଡିଶା ଶୀଘ୍ର ଅଣ୍ଡା ଓ କୁକୁଡ଼ା ଉତ୍ପାଦନରେ ସ୍ୱାବଲମ୍ବୀ ହେବ

ଓଡିଶା ଝୁବ ଶୀଘ୍ର ଅଣ୍ଡା ଓ କୁକୁଡ଼ା ମାଂସ ଉତ୍ପାଦନରେ ସ୍ୱାବଲମ୍ବୀ ହେବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି କୃଷି ଭବନ ଠାରେ ଆୟୋଜିତ ପ୍ରାଣୀସମ୍ପଦ ବିକାଶ ବିଭାଗର ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ମାନଙ୍କର ସମୀକ୍ଷା ବୈଠକରେ ଯୋଗ ଦେଇ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes