ଓଡିଶାରୁ 25 ଜଣ ଛାତ୍ରଛାତ୍ରୀଙ୍କର ମୁମ୍ବାଇ ଯାତ୍ରା

ଆଜାଦୀ କା ଅମୃତ ମହୋତ୍ସବ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅନ୍ତର୍ଗତ ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରୁ 25 ଜଣ ଛାତ୍ରଛାତ୍ରୀ ଓ 2 ଜଣ ଶିକ୍ଷକଙ୍କୁ ନେଇ ଆଜି ଏକ ପ୍ରତିନିଧି ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes