ବିଜେପି, ବିଜେଡ଼ିକୁ ବିରୋଧ କରି ନୂଆ ଫୋରମ୍

କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ଓ ଅନ୍ୟ ଦଳ ମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଆଜି କିଛି ରାଜନୈତିକ ବ୍ୟକ୍ତି କଂଗ୍ରେସ ସୋସିଆଲିଷ୍ଟ ଫୋରମ୍ ନାମରେ ଭୁବନେଶ୍ବରରେ ଏକ ମଞ୍ଚ ଗଠନ କରିଥିବା ଘୋଷଣା କରିଛନ୍ତି ।

ଏହି ବୈଠକରେ ଦେବୀ ପୃଷ୍ଟି, ଆକାଶ ମିଶ୍ର, ସରୋଜ ଶତପଥୀ, କୃଷ୍ଣଚନ୍ଦ୍ର ସଗରିଆ, ଅରୁଣ ଜେନା, ମନୋରଞ୍ଜନ ପଟ୍ଟନାୟକ ଓ ହେମନ୍ତ ସାମଲ ପ୍ରମୁଖ ସାମିଲ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes