ଭ୍ୟାନ ଦୁର୍ଘଟଣାରେ ୨୦ ଆହତ

କୋରାପୁଟ ଜିଲ୍ଲା ବୈପାରୀଗୁଡା ନିକଟ ଚଢେଇପାଣିରେ ଆଜି ର୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବାରୁ 20 ଜଣ ଆହତ ହୋଇଛନ୍ତି l

କେତେକ ପର୍ଯ୍ୟଟକ ଗୁପ୍ତେଶ୍ୱର ଯାଉଥିବା ବେଳେ ଭ୍ୟାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes