ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା କେନ୍ଦୁଝର କଲେକ୍ଟରେଟ ପରିସର ରେ କ୍ୟାଣ୍ଟିନ ଆଜି ଖୋଲିଲା।
ଫଳରେ ବିଭିନ୍ନ କାମରେ କଲେକ୍ଟରେଟକୁ ଆସୁଥିବା ଦୂର ଦୁରାନ୍ତର ଲୋକମାନେ ଖାଇବା ପାଇଁ ଯେଉଁ ସମସ୍ୟା ଭୋଗୁଥିଲେ ଏହା ଦ୍ବାରା ଉପକୃତ ହେବେ। କମ ଦମରେ ଭଲ ଖାଦ୍ୟ ଏଠାରେ ଯୋଗାଇ ଦିଆଯିବ ବୋଲି ପରିଚାଳକ କହିଛନ୍ତି।