ବାଲିଘାଟରେ ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର

କେନ୍ଦ୍ରାପଡା ସଦର ଥାନା ବସ୍‌ପୁର ବାଲି ଘାଟରେ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଛି।

ବାଲି ଘାଟରେ ଥିବା ମାଫିଆଙ୍କ ଅସ୍ଥାୟୀ ଘର ଜାଳିଦେଇଛନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes