ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି

ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି।

ଗାଦେଶ୍ୱର ମନ୍ଦିର ସମେତ ପାଖରେ ଥିବା ୫ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes