ଗୁଜରାଟ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଲକାନଗିରି ଶିକ୍ଷକ ଗିରଫ

ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମଲ୍ଲୁଙ୍କୁ ଗିରଫ କରିଛି ଗୁଜରାଟର ଏକ ଟିମ୍।

ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes