କଟକ ସବରେଜିଷ୍ଟ୍ରାର ଅଫିସ୍ ପାଖରେ ଅଗ୍ନିକାଣ୍ଡ

କଟକ ସବରେଜିଷ୍ଟ୍ରାର ଅଫିସ୍ ପାଖରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ବାହିନୀ ଲାଗିଛନ୍ତି।

ଏଥିରେ ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଛି। ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇପାରି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes